ମଶାରି ପକେଲବା
ଦେଖଣା
ମଶାରି ପକେଲବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶାରି ପକେଲବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମଶାରି ଖଟାଇବା — ୧. To tuck the curtain.
- ୨. ମଶାରିର ଚାରି ପାଖର ପରଦା— ମାନକୁ ବିଛଣାର ଦାଢ଼ ସଙ୍ଗେ ସଂଲଗ୍ନ କରିବା — ୨. To let down the sides of curtain.