Jump to content

ମଶାଲ

ଉଇକିଅଭିଧାନ‌ରୁ

ମଶାଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଆରବୀ - ସଷ୍ଆଲ୍)

[ସମ୍ପାଦନା]

ସ୍ଥୂଳ ବର୍ତ୍ତିକା; ଦିହୁଡ଼ି; ଆଲୋକ ଦେଖାଇବା ପାଇଁ ବ୍ୟବହୃତ କନାଗୁଡ଼ିଆ କାଠି ଯହିଁରେ ତୈଳ ଦିଆଯାଇ ନିଆଁ ଲଗାଯାଏ —Torch; flam- bean.

[ଉ—ତରଣୀରେ ଜାଳି ଦେଲାଣ ମଶାଲ ରାଧାନାଥ ଚିଲିକା ]

[ ଦ୍ର—ମଶାଲଦ୍ୱାରା ଚାରିଆଡ଼ ଆଲୋକିତ ହୁଏ କିନ୍ତୁ ତହିଁର ଠିକ୍ ତଳ ପ୍ରଦେଶରେ

ମଶାଲର ଆଲୁଆ ପ଼ଡ଼ି ପାରେ ନାହିଁ ନ୍ୟାୟ ବିଚାରକ ବା ରାଜା ଆଦିଙ୍କ ଦ୍ୱାରେ ଅନ୍ୟାୟ ଘଟିଲେ ବା ବିଦ୍ୱାନ୍ ଲୋକର ପରିବାରସ୍ଥ ବ୍ୟକ୍ତି ମୁର୍ଖ ହେଲେ 'ମଶାଲ ତଳେ ଅନ୍ଧାର ନ୍ୟାୟ' ପ୍ରବଚନ ବୋଲାଯାଏ ]