Jump to content

ମଶାଲଦାନି

ଉଇକିଅଭିଧାନ‌ରୁ

ମଶାଲଦାନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ମସ୍ଆଲ୍ଦାନ୍)

[ସମ୍ପାଦନା]

ମଶାଲରେ ଦିଆ ଯିବା ତେଲ ଯେଉଁ ସରୁ ମୁହାଁ ଭାଣ୍ଡରେ ଥାଏ ଓ ମଶାଲଚି ଯହିଁରୁ ଟୋପା ଟୋପା କରି ତେଲ ମଶାଲରେ ଢାଳେ —A narrow-necked or spouted receptacle used for dropping oil on a torch.