ମଶା ମରା
ଦେଖଣା
ମଶା ମରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶା ମରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଶାଙ୍କୁ ହୁରୁଡ଼ାଇବା ନିମନ୍ତେ ଧୂଆଁ ଦେବା ପାଇଁ ବ୍ୟବହୃତ ଅଟା ବା ନିଆଁ ବଡ଼ିଆ — ୧. A plaited length of straw used for fumigation in order to drive away mosquitoes.
- ୨. ମଶକନିବାରକ ଧୂପ ବା ଔଷଧ ବିଶେଷ —୨. Any incense for driving away mosquitoes.