ମଶିଗୁଣ୍ଡ
ଦେଖଣା
ମଶିଗୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶିଗୁଣ୍ଡ
|
(ମଶିଚୂର୍ଣ୍ଣ—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସୂକ୍ଷ୍ମ ଚୂର୍ଣ୍ଣ —୧. Minute powder.
- ୨. ଯେଉଁ ଚୂନାରେ ପାଣି ପକାଇଲେ କାଳି ତିଆରି ହୁଏ —୨. Ink-powder.
- ୩. ଅଙ୍ଗାର ଚୂନା; କଳା ମୁରୁଜ —୩. Powdered charcoal.