Jump to content

ମଶିଣାଇବା

ଉଇକିଅଭିଧାନ‌ରୁ

ମଶିଣାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମସୃଣ)

[ସମ୍ପାଦନା]

(ହଳଦିକୁ) ମସୃଣ ଭାବରେ ବାଟିବା —To make (turmeric) into a smooth or fine paste.

[ଦ୍ରଷ୍ଟବ୍ୟ —ପ୍ରଥମେ ହଳଦିକୁ ଖଣ୍ଡିଖଣ୍ଡିଆ କରି ଛେଚି ଖଦଡ଼ କରି ବାଟିବାକୁ ଏକେଇବା ବୋଲା— ଯାଏ ପରେ ତାହାକୁ ଚିକ୍କଣ କରି ବାଟିବାକୁ ମଶୁଣାଇବା ବୋଲାଯାଏ ]