ମଶି ବିନ୍ଦୁ
ଶିଶୁମାନଙ୍କୁ କୁଦୃଷ୍ଟିର କୁଫଳରୁ ରକ୍ଷା କରିବା ପାଇଁ ସେମାନଙ୍କ ମୁଣ୍ଡରେ ଯେଉଁ କଜ୍ଜ୍ୱଳ ଟୋପି ଦିଆଯାଏ (ହିନ୍ଦୀ - ଶ) —Circlets or points of collyrium put on the forehead of infants to counterraet the effect of evil eyes on them.