Jump to content

ମଶି ଲାଞ୍ଛିତ

ଉଇକିଅଭିଧାନ‌ରୁ

ମଶି ଲାଞ୍ଛିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ମଶି ହୋଇଅଛି ଲାଞ୍ଛିତ ଯାହା ଦ୍ୱାରା) କାଳି ଅପେକ୍ଷା ଅଧିକତର କୃଷ୍ଣବର୍ଣ୍ଣ; ଘୋର କଳା —୧. Blacker than ink; very black; deep black.
୨. (୩ୟା ତତ୍) କାଳିରେ ଦାଗ ଦିଆ ଯାଇଥିବା —୨. Marked with ink.