Jump to content

ମଶୀଜୀବୀ

ଉଇକିଅଭିଧାନ‌ରୁ

ମଶୀଜୀବୀ

ଉଚ୍ଚାରଣ

[ସମ୍ପାଦନା]

ମଷି[ଷୀ]ଜୀବୀ, ମସି[ସୀ]ଜୀବୀଅନ୍ୟରୂପ

[ମଶି(ଶୀ)ଜୀବିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ମଶି+ଜୀବ୍. ଧାତୁ+କର୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ ଲେଖାଲେଖି କରି ଜୀବିକା ନିର୍ବାହ କରେ —Living on the earnings of his writing; following clerkship as a profession.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲେଖକ; ମୋହରର —୧. A writer by profession; a scribe by profession.
୨. କିରାନୀ —୨. Clerk.