ମଶୁ
ଏକପ୍ରକାର ଆରଣ୍ୟ ଗଛ — A kind of wild tree.
[ ଦ୍ର—ଏଥିର ଡାଳ ଖୁବ୍ ଟାଣ, ଏଥିର କାଠ ହାତୀ ଦାନ୍ତ ପରି ଦିଶେ, ଏଥିରେ ବାଡ଼ି ହୁଏ ]