ମଶୁଣେଇବା
ଦେଖଣା
ମଶୁଣେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶୁଣେଇବା
|
ଦେଶଜ - କ୍ରି. (ସଂସ୍କୃତ - ମସୃଣ)
[ସମ୍ପାଦନା](ହଳଦିକୁ) ମସୃଣ ଭାବରେ ବାଟିବା —To make (turmeric) into a smooth or fine paste.
[ଦ୍ରଷ୍ଟବ୍ୟ —ପ୍ରଥମେ ହଳଦିକୁ ଖଣ୍ଡିଖଣ୍ଡିଆ
କରି ଛେଚି ଖଦଡ଼ କରି ବାଟିବାକୁ ଏକେଇବା ବୋଲା— ଯାଏ ପରେ ତାହାକୁ ଚିକ୍କଣ କରି ବାଟିବାକୁ ମଶୁଣାଇବା ବୋଲାଯାଏ ]
ମଶୁଣେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶୁଣେଇବା
|
ଦେଶଜ - ବିଶେଷ୍ୟ - (ମସୃଣ)
[ସମ୍ପାଦନା](ହଳଦୀକୁ) ଖୁବ୍ ଚିକ୍କଣ କରି ବାଟିବା —Pestling turmeric into a smooth paste.