ମଶ୍ମଶ୍
ଦେଖଣା
ମଶ୍ମଶ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଶୁଖିଲା ପତ୍ର ଉପରେ ଚାଲିଲେ ଯେଉଁ ଶବ୍ଦ ଶୁଭେ —୧. Rustling sound; the sound made by treading on dry leaves.
- ୨. ଡାଳ ପତ୍ର ଭାଙ୍ଗିବାର ଲଘୁ ଶବ୍ଦ —୨. Soft sound of breaking branches.
- ୩. ମଚମଚ; ଜୋତା ମାଡ଼ି ଚାଲିବାର ଶବ୍ଦ — ୩. The sound of squeaking produced by walking briskly with tight shoes on.
- ୪. କାକୁଡ଼ି, ମୂଳା ଆଦି ଚେବାଇବାର ଶବ୍ଦ — ୪. Mumbling sound produced by chewing cucumber, redish etc.
[ ଦ୍ର—ମଶ୍ମଶ୍ଠାରୁ ରଶ୍ରଶ୍ ଉଚ୍ଚତର ଓ ମଶ୍ମଶ୍ ଠାରୁ ମୁଶ୍ମୁଶ୍ କୋମଳତର ]