ମସଲା
ଦେଖଣା
ମସଲା
ଉଚ୍ଚାରଣ
[ସମ୍ପାଦନା](ମାଛ ମସଲା—ଅନ୍ୟରୂପ)
ପ୍ରାଦେଶିକ - (ବାଲେଶ୍ୱର)—ବି—(ବଙ୍ଗାଳୀ - ଚାରା)
[ସମ୍ପାଦନା]- ୧. ମାଛ ଧରିବା ଚାରା ତିଆରି କରିବା ନିମନ୍ତେ ମିଳୁଥିବା ମସଲା ବିଶେଷ — ୧. A mixture used as bait.
- ୨. ମାଛ ଧରିବା ପାଇଁ ବ୍ୟବହୃତ ଚାରା —୨. Bait for fishes.
- ୩. ମଶଲା (ଇତ୍ୟାଦି) (ଦେଖ) - ୩. Maṡalā etc (See)