Jump to content

ମସି

ଉଇକିଅଭିଧାନ‌ରୁ

ମସି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମଶ୍ ଧାତୁ=ଓଜନ କରିବା+କର୍ତ୍ତୃ. ଇ; ଈ)

[ସମ୍ପାଦନା]
୧. ଲେଖିବାର କାଳି — ୧. Writing ink.
୨. ହାଣ୍ଡିକଳା; ଦୀପକଳା; ଅଙ୍ଗାର କଳା ଆଦି ନାନା ପ୍ରକାର କଳା —୨. Carbon from charcoal; lampblack etc; soot.
୩. ଶେଫାଳିକା ବୃନ୍ତ — ୩. The stem of Ṡephāḻikā flower.