Jump to content

ମସିଆ

ଉଇକିଅଭିଧାନ‌ରୁ

ମସିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଆରବୀ - ମସୀହ; ଖ୍ରୀଷ୍ଟିୟାନ୍ଙ୍କ ଧର୍ମର ହଜରତ୍ ଈଷା); ଇଂରାଜୀ - ମେସ୍ସାୟା=ଯୀଶୁଖ୍ରୀଷ୍ଟ; ଆରବୀ - ମସୀହା ଖ୍ରୀଷ୍ଟ ସମ୍ୱନ୍ଧୀୟ)

[ସମ୍ପାଦନା]

ଖ୍ରୀଷ୍ଟାବ୍ଦ; ଇଂରାଜି ସନ —A year of the Christian calendar.

[ଦ୍ରଷ୍ଟବ୍ୟ —ବ୍ୟବହାରରେ ଲେଖା ଯାଏ—ସନ ୧୩୩୨: ସାଲ ମାହେ ଜାନୁଆରୀ ୧୯୨୫: ମସିହା, ଅର୍ଥାତ୍ ଓଡ଼ିଶା ପ୍ରଚଳିତ ୧୩୩୨: ସାଲ ଓ ଖ୍ରୀଷ୍ଟାବ୍ଦ ୧୯୨୫: ସାଲ]

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ଖ୍ରୀଷ୍ଟ ସମ୍ୱନ୍ଧୀୟ; ଖ୍ରୀଷ୍ଟୟ (ବର୍ଷ) — Christian (year)