ମସି ଗୁଣ୍ଡା
ଖଣ୍ଡ ଖଣ୍ଡ; ଟିକି ଟିକି —Bits; scraps.
[ଉ—ଭଗତ ଅଙ୍ଗେ ପଡିଲେ ହେବ ମସି ଗୁଣ୍ଡା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]