Jump to content

ମସୀନା ତୈଳ

ଉଇକିଅଭିଧାନ‌ରୁ

ମସୀନା ତୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆୟୁର୍ବେଦ ପ୍ରକ୍ରିୟାରେ ପ୍ରସ୍ତୁତ ତୈଳ — ୧. Medicinal oil prepared from linseed.

[ଦ୍ରଷ୍ଟବ୍ୟ —ଏହା ଅଗ୍ନି ଗୁଣ ବହୁଳ, ସ୍ନିଗ୍ଧ ଉଷ୍ଣବୀର୍ଯ୍ୟ, କଫ ଓ ପିତ୍ତବର୍ଦ୍ଧକ, କଟୁ ବିପାକ, ଚକ୍ଷୁର ଅହିତକର, ବଳଜନକ, ମଳବର୍ଦ୍ଧକ, ମଧୁର ରସ, ଧାରକ ପାରାଦୋଷନାଶକ ଓ ଘନ ବସ୍ତିକ୍ରିୟାର ପାକ, ଅଭ୍ୟଙ୍ଗ, ନସ୍ୟ, କର୍ଣ୍ଣପୂରଣ, ଓ ଅନୁପାତରେ ବାୟୟୁ ଶାନ୍ତି

ନିମିତ୍ତ ଏହା ବ୍ୟବହାର୍ଯ୍ୟ—ଦ୍ରବ୍ୟଗୁଣ] 
୨. ନୟନସୁକ ତେଲ (ଦେଖ) - —୨. Linsed oil (See)