ମସୁର
ଦେଖଣା
ମସୁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମସ୍ ଧାତୁ=ମାପିବା=କର୍ମ. ଉର; ଊର)
[ସମ୍ପାଦନା]ମୃଗ ବିରି ଜାତୀୟ ଲତାଜାତ ଶସ୍ୟ — Cicerlsl; Lentil; Lens Esculenta.
[ଦ୍ରଷ୍ଟବ୍ୟ —ଏହା ଶିମ୍ୱାଦି ବର୍ଗର କୃଷି ଜାତ ଶସ୍ୟ; ଏଥିର ଛୁଇଁ ଚେପ୍ଟା ଓ ଭିତରର ଶସ୍ୟ ଆରକ୍ତ ଛୁଇଁରେ ଦୁଇଟି ମଞ୍ଜି ଏହା ନାଲି ଗୋଲପି ବର୍ଣ୍ଣ ଓ ପୁଷ୍ଟିକର ବୈଦ୍ୟକ ମତରେ ଏହା ମଧୁର, ଶୀତଳ, ସଂଗ୍ରାହକ, କଫ ଓ ପିତ୍ତ ନାଶକ ଓ ଜ୍ୱର ନାଶକ]