Jump to content

ମସୁରିଆ

ଉଇକିଅଭିଧାନ‌ରୁ

ମସୁରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମସୁର)

[ସମ୍ପାଦନା]

ମସୁର ଆକୃତି ବିଶିଷ୍ଟ —Shaped like a Masura (lentil).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମସୁରଫାଳ ପରି ଆକୃତି ବିଶିଷ୍ଟ ବସନ୍ତ ରୋଗ — A kind of small pox, the pimples of which resemble grains of Masura (lentil).