Jump to content

ମସୂରା

ଉଇକିଅଭିଧାନ‌ରୁ

ମସୂରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମସୁର ଶସ୍ୟ —୧. Lentil.
୨. ବେଶ୍ୟା — ୨. A prostitute.
୩. ମସୁରବଟାରେ ତିଆରି ବଡ଼ି (ହିନ୍ଦୀ - ଶ) —୩. Small balls of pestled lentil dried and kept for curry.