ମସୂରୀ
ଦେଖଣା
ମସୂରୀ
ଉଚ୍ଚାରଣ
[ସମ୍ପାଦନା][ମସୁ(ସୂ)ରିକା—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ମସୁର+ଈ)
[ସମ୍ପାଦନା]- ୧. ବେଶ୍ୟା —୧. Prostitute.
- ୨. ଭ୍ରଷ୍ଟା ସ୍ତ୍ରୀ —୨. An adulteress.
- ୩. ଇଚ୍ଛା— ବସନ୍ତ ରୋଗ —୩. Small pox.
- ୪. ମସୂର ପରି କ୍ଷୁଦ୍ର ପୀଡ଼ିକା ଯୁକ୍ତ ବସନ୍ତ —୪. Small- pox with small postules.
- ୫. କୁଟ୍ଟିନୀ — ୫. A procuress.
- ୬. ଭକ୍ତି ତ୍ରିବୃତ୍ (ଦ୍ରବ୍ୟଗୁଣ) — ୬. Ipomoea Turpethum.