ମସୃଣ
ଦେଖଣା
ମସୃଣ
ଉଚ୍ଚାରଣ
[ସମ୍ପାଦନା](ମସୃଣା—ସ୍ତ୍ରୀ)
[ମସୃଣାତା(ତ୍ୱ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମସ୍ ଧାତୁ=ପରିମାଣ କରିବା+କର୍ମ ଋଣ)
[ସମ୍ପାଦନା]- ୧. ସ୍ନିଗ୍ଧ;' ତେଲିଆ —୧. Oily; unctuous.
- ୨. ଚକ— ଚକିଆ —୨. Glistening.
- ୩. ଚିକ୍କଣ —୩. Smooth.
- ୪. କୋମଳ —୪. Soft; velvety.
- ୫. କର୍ଣ୍ଣମଧୁର —୫. Sweet (to heart); bland.
(ଉ—ସ୍ତୋକ ର଼ ମସୃଣ ଯେ ଝିଲିକା ବସେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)
- ୬. ମନୋହର —୬. Lovely; charming.