Jump to content

ମସ୍କର

ଉଇକିଅଭିଧାନ‌ରୁ

ମସ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମସ୍କ ଧାତୁ+କର୍ତ୍ତୃ. ଅର୍)

[ସମ୍ପାଦନା]
୧. ବାଉଁଶ —୧. Bamboo.
୨. ବଂଶ ଯଷ୍ଟି —୨. bamboo stick.
୩. (+ଭାବ. ଅନ) ଗମନ —୩. Going; motion (Apte);
୪. (+କରଣ. ଅର) ଜ୍ଞାନ —୪. Knowledge (Apte)