ମସ୍କରା
ଦେଖଣା
ମସ୍କରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ, ମସ୍ ଖରାହ୍=ପରିହାସ ପ୍ରିୟ; ମସ୍ଖରୀ= ଥଟ୍ଟା)
[ସମ୍ପାଦନା]- ୧. ଥଟ୍ଟା; ପରିହାସ —୧. Jesting, joking.
- ୨. ବ୍ୟଙ୍ଗ୍ୟ —୨. Irony, satire; buffoonery.
ଅନୁବାଦ
[ସମ୍ପାଦନା](ମସ୍କରା—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଆରବୀ - ମସ୍ଖରାହ୍=ଥଟ୍ଟିଲ)
[ସମ୍ପାଦନା]- ୧. ଥଟ୍ଟିଲ; ପରିହାସକାରୀ — ୧. Jesting; jestive.
- ୨. ବ୍ୟଙ୍ଗ୍ୟକାରୀ — ୨. Ironical; sarcastic.
(ଉ—ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ)