ମସ୍କରିଆ
(ମସକରାବାଜ୍, ମସକରାବାଲା, ସ୍କେରିଆ—ଅନ୍ୟରୂପ)
(ମସକରୀ, ମସକରେଈ, ମସ୍କରେଈ—ସ୍ତ୍ରୀ)
ଥଟ୍ଟିଲ —Jesting; jocular.
[ଉ—ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ —ଫକୀରମୋହନ. ଗଳସ୍ୱଳ୍ପ]