Jump to content

ମସ୍କରୀ

ଉଇକିଅଭିଧାନ‌ରୁ

ମସ୍କରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ମସ୍କର+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଭିକ୍ଷୁ; ଚତୁଥାଶ୍ରମୀ — ୧. A man (Hindu) who has taken to the ୪th stage of life (begging alms) (probably from their using bamboo sticks at that stage on account of old age)
୨. ଚନ୍ଦ୍ର —୨. The moon.