ମସ୍ତ
ଦେଖଣା
ମସ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମସ୍. ଧାତୁ=ପରିଣାମ କରିବା+କର୍ତ୍ତୃ. ତ)
[ସମ୍ପାଦନା]ମୁଣ୍ଡ —Head.
ଦେଶଜ - ବିଶେଷଣ - (ସଂସ୍କୃତ - ମସ୍ତକ)
[ସମ୍ପାଦନା]- ୧. ବିଶାଳ; ପ୍ରକାଣ୍ଡ — ୧. Gigantic.
- ୨. ଅତି ବୃହତ୍; ମହତ୍ —୨. Very large or great; very big.
(ମସ୍ତା—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - ପୁଂ. (ଆରବୀ - ମସ୍ତ; ତୁଳ. ସଂସ୍କୃତ - ମତ୍ତ)
[ସମ୍ପାଦନା]- ୧. ଉନ୍ନତ୍ତ; ମତ୍ତ; ନିଶାରେ ଚୂର —୧. Intoxicated; excited; maddened.
- ୨. କାମୋନ୍ନତ୍ତ —୨. Maddened with lust; excited by amour.
- ୩. ଗର୍ବୋନ୍ମତ୍ତ — ୩. Swollen with pride.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ମତ୍ତତା — Excitement; madness; intoxication.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ —Very.