ମସ୍ତକେ ଧରିବା
ଦେଖଣା
ମସ୍ତକେ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମସ୍ତକେ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମାନିବା; ଶିରୋଧାର୍ଯ୍ୟ କରିବା — To obey; to bow down to (one's order)
(ଉ—କଷ୍ଟେ ଚିତ୍ତାବେଗ ରୋଧି ଗୁରୁଆଜ୍ଞା ମସ୍ତକେ ଧରି ରାଧାନାଥ. ଉଷା)
ମସ୍ତକେ ଧରିବା
|
ମାନିବା; ଶିରୋଧାର୍ଯ୍ୟ କରିବା — To obey; to bow down to (one's order)
(ଉ—କଷ୍ଟେ ଚିତ୍ତାବେଗ ରୋଧି ଗୁରୁଆଜ୍ଞା ମସ୍ତକେ ଧରି ରାଧାନାଥ. ଉଷା)