ମସ୍ତଗି
ଦେଖଣା
ମସ୍ତଗି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ରୁମି ମସ୍ତକି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - [ଆରବୀ - ମସ୍ତକୀ(ଗୀ)]
[ସମ୍ପାଦନା]ଭୁମଧ୍ୟସାଗର ନିକଟବର୍ତ୍ତୀ ପ୍ରଦେଶରେ ଜନ୍ମିବା ଆମ୍ରାଦି ବର୍ଗର କ୍ଷୁପ ବିଶେଷ (Pistacia Lentiscus)ରୁ ଉତ୍ପନ୍ନ ଝୁଣା ତୁଲ୍ୟ ପଦାର୍ଥ —Mastic.
[ଦ୍ରଷ୍ଟବ୍ୟ —ଏହା ବାର୍ଣ୍ଣିସ୍ରେ ଓ ଔଷଧରେ ଲାଗେ ଦନ୍ତ ରୋଗରେ ମଧ୍ୟ ଏହା ଉପକାରୀ କେହି କେହି ଏହା ଅଭ୍ୟାସ କରି ଚୋବାନ୍ତି ମସ୍ତକୀ ତୁଲ୍ୟ କାବୁଲ ଦେଶରୁ ଆନୀତ ପଦାର୍ଥକୁ କାବୁଲୀ ମସ୍ତକୀ Pistacia mutica କହନ୍ତି]