ମସ୍ତିଷ୍କ ଖରଚ କରିବା
ଦେଖଣା
ମସ୍ତିଷ୍କ ଖରଚ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମସ୍ତିଷ୍କ ଖରଚ କରିବା
|
(ମସ୍ତିଷ୍କ ଲଗା[ଗେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି କାର୍ଯ୍ୟରେ ବୁଦ୍ଧିବୃତ୍ତିକୁ ଚାଳିତ କରି ଚିନ୍ତା କରିବା — To apply one's brain to a matter.