Jump to content

ମସ୍ତୁ

ଉଇକିଅଭିଧାନ‌ରୁ

ମସ୍ତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମସ୍ ଧାତୁ=ଆକାର ବଦଳାଇବା+କର୍ମ. ତୁ; କିମ୍ୱା ମସ ଧାତୁ=ଆହ୍ଲାଦିତ କରିବା+କର୍ତ୍ତୃ. ତୁ)

[ସମ୍ପାଦନା]
୧. ଜଳ— ଯୁକ୍ତ ଦଧି; ଘୋଳ ଦହି —୧. Churned curd mixed with water.
୨. ଛେନାପାଣି (ହିନ୍ଦୀ - ଶ) — ୨. Whey.
୩. ବସାଦହିର ମଣ୍ଡ (ଦ୍ରବ୍ୟଗୁଣ) — ୩. The sediment or dregs of curd.

[ଦ୍ରଷ୍ଟବ୍ୟ — ବସାଦହିର ଉପରେ ପଡ଼ିଥିବା ଘନ ସ୍ତରକୁ ସର ଓ ମଣ୍ଡକୁ ମସ୍ତୁ ବୋଲାଯାଏ ଏହା କ୍ଳମହର, ବଲ୍ୟ, ଲଘୁ, ଅନ୍ନା— ଭିଳାଷଜନକ, ଦେହସ୍ଥ, ସ୍ରୋତଃସମୂହର ଶୋଧନକାରକ, ଆହ୍ଲାଦକର, କଫଘ୍ନ, ପିପାସାନାଶକ, ବାତାପହାରକ, ଅବୃଷ୍ୟ ଓ ତୃପ୍ତିଜନକ ଏହା ଶୀଘ୍ର ସଞ୍ଚିତ ମଳକୁ ବିରେଚିତ କରେ—ଦ୍ରବ୍ୟଗୁଣ]