ମହ
ଦେଖଣା
ମହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମହ୍ ଧାତୁ+କରଣ. ଅ)
[ସମ୍ପାଦନା]- ୧. ଯଜ୍ଞ —୧. Vedic sacrifice or oblation.
- ୨. ତେଜଃ — ୨. Lusture; radiance.
- ୩. ଉତ୍ସବ — ୩. Festival; festive occasion.
- ୪. ସପ୍ତ ଭୁବନ ମଧ୍ୟରୁ ଅର୍ଥ ଭୁଜନ —୪. The ୪th of the ୭ worlds of the Hindus.
[ଦ୍ରଷ୍ଟବ୍ୟ —ଏହା ପୃଥିବୀଠାରୁ ଉଚ୍ଚରେ ଅବସ୍ଥିତ ୪ର୍ଥ ସ୍ୱର୍ଗ]
- ୫. ମଈଷିଁ —୫. A buffalo (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପୂଜ୍ୟ; ପୂଜନୀୟ — Worshippable; adorable.
(ମହୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମହ
|
ସଂସ୍କୃତ - ପୁଂ. ପ୍ରତ୍ୟୟ. (ପିତୃ ଓ ମାତୃ ଶବ୍ଦ ସଙ୍ଗେ ତାହାଙ୍କର ପିତା ଅର୍ଥରେ ମହ ଓ ମାତା ଅର୍ଥରେ ମହୀ ପ୍ରତ୍ୟୟ ହୁଏ; ଯଥା
[ସମ୍ପାଦନା]ପିତାମହ, ମାତାମହ, ପିତାମହୀ, ମାତାମହୀ) —A suffix added to the words Pitā and Mātā.
ଦେଶଜ - ବିଶେଷଣ - (ସଂସ୍କୃତ - ମହତ୍)
[ସମ୍ପାଦନା]ମହତ; ମହା — Great; much.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ — Very; much.
[ଉ—ମହଇତସ୍ତତ ଛଟକ ପଲକ ଅଟକ ସତ ଭଞ୍ଜ. ପ୍ରେମସୁଧାନିଧି]