ମହକାଇବା
ଦେଖଣା
ମହକା(କେ)ଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମହକା(କେ)ଇବା
|
[ମହକା(କେ)ଇଦେବା—ଅନ୍ୟରୂପ]
=== ଦେଶଜ - କ୍ରି. (ମହକିବା କ୍ରିୟାର ଣିଜନ୍ତରୂପ —Causative of Mahakibā)—
- ୧. ସୁବାସରେ ମୁଗ୍ଧ କରିବା —୧. To charm by sweet smell.
[ଦ୍ରଷ୍ଟବ୍ୟ —ହେମ ବକ୍ଷ ସୁବାସିତ ଚନ୍ଦନେ ଚର୍ଚ୍ଚିତ, ମହକାଇ ଦେଉଥିଲା ଦର୍ଶକର ଚିତ୍ତ ନନ୍ଦ— କିଶୋର. ନିର୍ଝରିଣୀ]
- ୨. ବାସିବା —୨. To smit fragrance.