Jump to content

ମହକି ଉଠିବା

ଉଇକିଅଭିଧାନ‌ରୁ

ମହକି ଉଠିବା

ଉଚ୍ଚାରଣ

[ସମ୍ପାଦନା]

[ମହକି ପଡ଼ିବା, ମହକି ଯିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ତୀବ୍ର ସୁଗନ୍ଧଦ୍ୱାରା ସୁଭଭିତ ହେବା — To be filled with sweet smell.

(ଉ—ଘିଅର ବାସନାରେ ଚାରିଆଡ଼େ ମହକି ଉଠୁଛି ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ)