Jump to content

ମହକୁମା ହାକିମ

ଉଇକିଅଭିଧାନ‌ରୁ

ମହକୁମା ହାକିମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (ଫାରାସୀ - ମହକମା+ହାକିମ୍) (କଚିରିଆ)

[ସମ୍ପାଦନା]
୧. ସବ୍ଡ଼ିଭିଜନର ମାଜିଷ୍ଟ୍ରେଟ୍ —୧. Sub-divisional magistrate.
୨. ମୁନସଫ —୨. Munsif.
୩. କୌଣସି ସରକାରୀ ବିଭାଗର ସର୍ବୋଚ୍ଚ କର୍ମଚାରୀ — ୩. Departmental head.