ମହକୁମେ ସଦର୍
ଦେଖଣା
ମହକୁମେ ସଦର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମହକୁମେ ସଦର୍
|
ବୈଦେଶିକ - ବିଶେଷଣ - (ଫା) (କଚିରିଆ)
[ସମ୍ପାଦନା]ଜିଲ୍ଲାର ସଦର ମହକୁମାର ଅନ୍ତର୍ଗତ —Within the jurisdiction of the Sadar Sub- division.
[ଦ୍ରଷ୍ଟବ୍ୟ —ଏହିପରି ମହକୁମେ କେନ୍ଦ୍ରା— ପଡ଼ା, ମହକୁମେ ଯାଜପୁର ସବ୍ଡ଼ିଭିଜନ୍ମାନଙ୍କ ନାମ ପୂର୍ବେ ଏ ଶବ୍ଦ ବ୍ୟବହୃତ ହୁଏ]