Jump to content

ମହଜରା

ଉଇକିଅଭିଧାନ‌ରୁ

ମହଜରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କରଣ ସମାଜର ବିବାହରେ ବର ଯାତ୍ରୀମାନେ ଆସି କନ୍ୟାଙ୍କ ଘରେ ପହଞ୍ଚିବା ପରେ ଉଭୟ ଦଳଙ୍କ ମଧ୍ୟରେ ନିଜ ନିଜର ମାନ, ଆଭିଜାତ୍ୟ ଆଦି ବିଷୟରେ ଯେଉଁ (ଅପ୍ରୀତିକର) ବାକ୍ୱିତଣ୍ଡା ଓ ବାଗ୍ଯୁଦ୍ଧ ହୁଏ —A hot discussion (generally unpleasant) Which takes place between the bride-groom's and the bride's party after the arrival of the bride-groom's party during the marriage, in the Karaṇa society.

(ଉ—ଚରଣ ଧଉତ ପାଇଁ କି ସାଆନ୍ତେ କେତେ ମଜହରା କଲେ, ମାଳା କି ଚନ୍ଦନ ଧରି ଉଭା ହେଲେ ନ ନିଅନ୍ତି ତାହା କଲେ ଭିକାରୀ. ସାଆନତିଆ ବାହା)