ମହଣା ଇବା
ଦେଖଣା
ମହଣା ଇବା
ଉଚ୍ଚାରଣ
[ସମ୍ପାଦନା]ମହଣା (ଣେ)ଇ ଉଠିବା, ମହଣା (ଣେ)ଇ ହେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମହଣା ଇବା
|
ଦେଶଜ - ବିଶେଷ୍ୟ - (ମହଣ ଖାଇଲେ ଯେଉଁପରି ବିତୃଷ୍ଣା ପାଟିରେ ଜନ୍ମେ ସେହିପରି ହେବାରୁ)
[ସମ୍ପାଦନା]ବିଶେଷ ପରିମାଣରେ ମିଠା ବା ସ୍ନିଗ୍ଧ ପଦାର୍ଥ କାଇବା ପରେ ଯେଉଁ ବିତୃଷ୍ଣା ଓ ଅନିଚ୍ଛା ଜନ୍ମେ —A feeling of revulsion or averseness which overtakes a person when he eats sweet or oily food to excess; felling of revulsion against eating.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ପାଟି ମହଣାଇବା, ଦିହ ମହଣାଇବା ଆକାରରେ ବ୍ୟବହୃତ ହୁଏ]