ମହଣ ପତର
ଦେଖଣା
ମହଣ ପତର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହଣ ପତର
|
(ମହଣ ପତ୍ର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଣକ+ପତ୍ର)
[ସମ୍ପାଦନା]ମାଣାସାରୁ ଗଛର ବଡ଼ ପତ୍ର —The big leaves of the Māṇasāru plant.
[ଦ୍ରଷ୍ଟବ୍ୟ —ମେଘ ବରଷଇ ଟପର ଟପର ମୋ ବାଡ଼ିଆଡ଼େ କକିଏରେ ବାଡ଼ି— ଆଡ଼େ ଅଛି ମହଣ ପତର ମୁଣ୍ଡରେ ଗୋଟିଏ ଦେଏରେ—ଶିଶୁରଞ୍ଜନ ଗୀତ]