ମହଣ ମେଥି ଗୁଣ୍ଡା
ଦେଖଣା
ମହଣ ମେଥି ଗୁଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହଣ ମେଥି ଗୁଣ୍ଡା
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ସ୍ତ୍ରୀଲୋକମାନେ କେଶ ସାଉଁଳିବା ପାଇଁ ଲଗାଇବା ମହଣ ଓ କେଶକୁ ସୁବାଶିତ କରିବା ପାଇଁ ତହିଁ ଉପରେ ଛିଞ୍ଚିବା ମେଥି ଗୁଣ୍ଡା —Wax ointment, used in keeping the hair smooth and powdered fenugreek (୨ of the chief ingreddients of the hair dressing of ladies in old times.)
[ଦ୍ରଷ୍ଟବ୍ୟ —ପୂର୍ବାକାଳରେ ସ୍ତ୍ରୀମାନଙ୍କ ଅଙ୍ଗ— ରାଗ ନିମନ୍ତେ ସ୍ନୋ ପାଉଡ଼ର, ସୁବାସ ନିମନ୍ତେ ଏସେନ୍ସ, ଅତର ଓ ବାସନା ତେଲ ଆଦିର ବ୍ୟବହାର ନ ଥିଲା ସେ କାଳରେ ଅଙ୍ଗରାଗ ପାଇଁ ହଳଦୀ ଓ କେଶ ସଜ୍ଜା ପାଇଁ ମହଣ ଓ ସୁବାସ ନିମନ୍ତେ ଚୂଆ, ଚନ୍ଦନ ଓ ମେଥିଗୁଣ୍ଡା ବ୍ୟବହୃତ ହେଉଥିଲା ମେଥିକୁ ଭାଜି, ଚୁରି ସେହି ଗୁଣ୍ଡାକୁ ମହଣ ଲଗାଯାଇ ସାଉଁଳା ହୋଇ ଥିବା କେଶ ଉପରେ ଛିଞ୍ଚା ଯାଉଥିଲା ଏବେ ମଧ୍ୟ ଗରିବଲୋକମାନେ ମହଣ ଓ ମେଥିଗୁଣ୍ଡା ବ୍ୟବହାର କରନ୍ତି]