ମହଣ ରାନ୍ଧିବା
ଦେଖଣା
ମହଣ ରାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହଣ ରାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପରିଷ୍କୃତ ମହଣ ବାହାର କରିବା ପାଇଁ ମହଣକୁ ପାଣିରେ ଗରମ କରିବା — To boil wax in water for cleansing it.
[ଦ୍ରଷ୍ଟବ୍ୟ —ମଧୁଚକ୍ରରୁ ସଂଗୃହୀତ ମହଣକୁ ପାଣିରେ ଫୁଟାଇଲେ ମହଣଯାକ ତରଳି ଯାଇ ଚର୍ବୀ ପରି ପାଣି ଉପରକୁ ଭାସି ଉଠେ ଓ ତହିଁରେ ଥିବା ମଳଯାକ ପୃଥକ୍ ହୋଇଯାଏ]