ମହଣ ସିନ୍ଦୂର
ଦେଖଣା
ମହଣ ସିନ୍ଦୂର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହଣ ସିନ୍ଦୂର
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ସ୍ତ୍ରୀଲୋକମାନେ କେଶ ସାଉଁଳିବା ପାଇଁ ବ୍ୟବହାର କରିବା ମହଣ ଓ କପାଳରେ ବା ସୁନ୍ଥାରେ ଲଗାଇବା ପାଇଁ ବ୍ୟବହୃତ ସିନ୍ଦୂର —Wax and vermillion (two of the ingredients of a woman's toilette)