ମହଣ ସୁନ୍ଥା
ଦେଖଣା
ମହଣ ସୁନ୍ଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୟନ+ସୀମନ୍ତ)
[ସମ୍ପାଦନା]ସ୍ତ୍ରୀଲୋକମାନେ କେଶକୁ କୁଣ୍ଡାଇ ଜୁଡ଼ା ବାନ୍ଧିବା ପରେ ସାମନା ଆଡ଼ର ଦ୍ୱିଧାକୃତ କେଶ (ସୁନ୍ଥା)କୁ ମହଣ ଲଗାଇ ଚିକ୍କଣ କରିବା ଅବସ୍ଥା —Plaits of the parted hair on the front of a woman's head made smooth with the application of wax.
[ଦ୍ରଷ୍ଟବ୍ୟ —ଆଜିକାଲି ଶିକ୍ଷିତ ଓ ସଭ୍ୟସମାଜର ସ୍ତ୍ରୀମାନେ ମହଣ ପରିବର୍ତ୍ତେ ପମେଟମ୍ ବ୍ୟବହାର କରିବା ଦେଖାଯାଏ]