Jump to content

ମହଣ ସୁନ୍ଥା ପକାଇବା

ଉଇକିଅଭିଧାନ‌ରୁ

ମହଣ ସୁନ୍ଥା ପକାଇବା

ଉଚ୍ଚାରଣ

[ସମ୍ପାଦନା]

ମହଣ ପାତିଆ ପକା(କେ)ଇବା, ମହଣ ସୁନ୍ଥା ପାରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୁଣ୍ଡର ଆଗପାଖର ବାଳକୁ ଦୁଇଫାଳ କରି କୁଣ୍ଡାଇ ସୁନ୍ଥା କରି ତହିଁ ଉପରେ ମହଣ ଲଗାଇ ତାକୁ ଚିକ୍କଣ କରି ନାନାଭଙ୍ଗୀରେ ସଜ୍ଜିତ କରିବା — To dress the hair into various designs orr Plaits and smooth the plaits with wax.