ମହଣ ସୁନ୍ଥା ପକେଇବା
ଦେଖଣା
ମହଣ ସୁନ୍ଥା ପକେଇବା
ଉଚ୍ଚାରଣ
[ସମ୍ପାଦନା]ମହଣ ପାତିଆ ପକା(କେ)ଇବା, ମହଣ ସୁନ୍ଥା ପାରିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମହଣ ସୁନ୍ଥା ପକେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ଡର ଆଗପାଖର ବାଳକୁ ଦୁଇଫାଳ କରି କୁଣ୍ଡାଇ ସୁନ୍ଥା କରି ତହିଁ ଉପରେ ମହଣ ଲଗାଇ ତାକୁ ଚିକ୍କଣ କରି ନାନାଭଙ୍ଗୀରେ ସଜ୍ଜିତ କରିବା —To dress the hair into various designs orr Plaits and smooth the plaits with wax.