ମହତ
ଦେଖଣା
ମହତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଅମହତ—ବିପରୀତ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହତ୍ତ୍ୱ)
[ସମ୍ପାଦନା]- ୧. ସମ୍ମାନ; ମର୍ଯ୍ୟାଦା — ୧. Respect; honour.
- ୨. ଇଜ୍ଜତ୍ — ୨. Prestige.
- ୩. ସତୀତ୍ୱ —୩. Chastity.
- ୪. କୁଳମର୍ଯ୍ୟାଦା —୪. Family prestige.
ଦେଶଜ - ବିଶେଷଣ - ଓ ବିଣର.ବିଶେଷଣ - (ସଂସ୍କୃତ - ମହତ୍)
[ସମ୍ପାଦନା]- ୧. ମହତ୍ (ଦେଖ) - —୧. Mahat (See).
- ୨. ଅତ୍ୟନ୍ତ —୨. Much.
[ଉ—ଦୁର୍ଯ୍ୟୋଧନ କାଣ୍ଡକେ ଭୀନସେନ ଧ୍ୱଜ, କାଟନ୍ତେ ଦିଶିଲା ମହତ ଆଶ୍ଚର୍ଯ୍ୟ କୃଷ୍ଣସିଂହ ମହାଭାରତ ଶଲ୍ୟ]