ମହତାପ୍
ଦେଖଣା
ମହତାପ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହତାପ୍
|
[ମହତା—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମହତାବ୍=ଚନ୍ଦ୍ର କିରଣ; ଜ୍ୟୋସ୍ନା ଚନ୍ଦ୍ର)
[ସମ୍ପାଦନା]- ୧. ଚନ୍ଦ ଉଦିଆ ବାଣ —୧. A fire-work which emits a dazzling light.
[ଦ୍ରଷ୍ଟବ୍ୟ —ଆଲୋକର ରଙ୍ଗ ଅନୁସାରେ ମହତାପର ନାମ ହୁଏ, ଯଥା—ଲାଲ ବା ନାଲି ମହତାପ୍ ଧକା ବା ସାଦା ମହତାପ୍, ନେଳି ମହତାପ଼୍ ସବଜା ବା ହରା ମହତାପ୍ ଇତ୍ୟାଦି]
- ୨. ପଶ୍ଚିମା କ୍ଷତ୍ରିୟ— ମାନଙ୍କ ବଂଶଗତ ଉପାଧିବିଶେଷ —୨. A family-title of Kshatriyas of the N.W. India.
- ୩. ମହତା ପାନ (ଦେଖ) - —୩. Mahatā pāna (See).