ମହତୀ
ଦେଖଣା
ମହତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମହତ୍+ଈ)
[ସମ୍ପାଦନା]ମହତ୍ ଶବ୍ଦର ସ୍ତ୍ରୀଲିଙ୍ଗ — Feminine of Mahat.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ନାରଦ ଋଷିଙ୍କ ବୀଣାର ନାମ —୧. The name of Nārada's lute or harp.
(ଉ—ଧାତା ସନ୍ତିତି ମହତୀ ନାଦେ ହତ କଲେ ସେ ସଂଶୟ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)
- ୨. ବୃହତୀ; କଣ୍ଟକାରୀ (ହିନ୍ଦୀ - ଶ.) —୨. Solanum Indicum.
- ୩. ବାଇଗଣ —୩. Eggplant (Apte).
- ୪. ମହତ୍ତ୍ୱ. (ହିନ୍ଦୀ - ଶ.) —୪. Greatness; importance (Apte).