Jump to content

ମହତ୍କଥ

ଉଇକିଅଭିଧାନ‌ରୁ

ମହତ୍କଥ

ଉଚ୍ଚାରଣ

[ସମ୍ପାଦନା]
(ମହତ୍କଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମହତୀ+କଥା)

[ସମ୍ପାଦନା]
୧. ମଧୁର ବାକ୍ୟଦ୍ୱାରା ପରର ମନୋରଞ୍ଜନକାରୀ; ଚାଟୁଭାଷୀ (ହିନ୍ଦୀ - ଶ) —୧. Flattering; captivating men's minds by oily words.
୨. (୬ଷ୍ଠୀ ତତ୍) ବଡ଼ଲୋକ ବା ମହାପୁରୁଷମାନଙ୍କଦ୍ୱାରା କଥିତ — ୨. Talked of or mentioned by the great (Apte).