Jump to content

ମହତ୍ତମ

ଉଇକିଅଭିଧାନ‌ରୁ

ମହତ୍ତମ

ଉଚ୍ଚାରଣ

[ସମ୍ପାଦନା]
(ମହତ୍ତମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମହତ୍+ଅତିଶୟାର୍ଥେ. ତମ)

[ସମ୍ପାଦନା]

ଅନେକଙ୍କ ମଧ୍ୟରେ ବଡ଼; ଅତିମହତ୍ —Greatest; highest; noblest.